ଆନ୍ଧ୍ରର ଯୋଜନାରେ ଲୋଭାଷିକ୍ତ ସୀମାନ୍ତ ଓଡ଼ିଆ
ସୀମାନ୍ତରେ ବସବାସ କରୁଥିବା ଆବାହମାନକାଳର ବାସିନ୍ଦାଙ୍କ ମୁହଁରେ ପଶୁନି ଓଡ଼ିଆ ଭାଷା। ୮୦ ପ୍ରତିଶତ ସୀମାନ୍ତବାସୀଙ୍କ ଓଡ଼ିଆ ପରିବର୍ତ୍ତେ ତେଲୁଗୁ ପାଲଟିଛି ମାତୃଭାଷା । ଯେଉଁ କିଛି ଲୋକ ଓଡ଼ିଆ କହୁଛନ୍ତି ତାହା ପୁଣି ଆକ୍ଷରିକ ନୁହେଁ ଭଙ୍ଗ ଓଡ଼ିଆ। କେବଳ ଭାଷା ନୁହେଁ ଜୀବନଜୀବିକା ସହ ଜୀବନସାଥୀ ବାଛିବା ପାଇଁ ସୀମାନ୍ତବାସୀଙ୍କ ପାଇଁ ଆନ୍ଧ୍ର ପାଲଟିଛି ଏକମାତ୍ର ଭରସା। ଏଭଳି ଚିତ୍ର ରାୟଗଡ଼ା ଜିଲ୍ଲା ସୀମାନ୍ତରେ ଥିବା ଗୋଟିଏ କି ଦୁଇଟି ଗାଁର ନୁହଁ । […]
Continue Reading